Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ରକ୍ଷାକର୍ତ୍ତା from ଓଡ଼ିଆ dictionary with examples, synonyms and antonyms.

ରକ୍ଷାକର୍ତ୍ତା   ବିଶେଷ୍ୟ

Meaning : ସେହି ବ୍ୟକ୍ତି ଯେ ରକ୍ଷା କରେ

Example : ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା

Synonyms : ପ୍ରତିରକ୍ଷକ, ରକ୍ଷକ, ରକ୍ଷୀ, ସୁରକ୍ଷା କର୍ମୀ, ୱାଡେନ୍


Translation in other languages :

Someone who keeps safe from harm or danger.

preserver

ରକ୍ଷାକର୍ତ୍ତା   ବିଶେଷଣ

Meaning : ରକ୍ଷା କରୁଥିବା ବ୍ୟକ୍ତି

Example : ମନ୍ତ୍ରୀର ରକ୍ଷକ ଉଗ୍ରବାଦୀଙ୍କ ଶିକାର ହୋଇଗଲା

Synonyms : ରକ୍ଷକ, ରକ୍ଷୀ


Translation in other languages :

रक्षा करने वाला।

मंत्री का रक्षक सिपाही उग्रवादियों का निशाना बन गया।
अभिरक्षक, अवरक्षक, अविष, पपु, परिपालक, परिरक्षक, मुहाफ़िज़, मुहाफिज, रक्षक, रक्षा कर्ता, रक्षी

Meaning : ଶରଣାଗତକୁ ରକ୍ଷା କରିବା ଲୋକ

Example : ଶରଣ୍ୟ ବ୍ୟକ୍ତି ନିଜ ଜୀବନକୁ ବାଦି ଲଗେଇ ଶରଣାଗତର ରକ୍ଷା କଲେ

Synonyms : ରକ୍ଷଣ ସମର୍ଥ, ରକ୍ଷଣୀୟ, ଶରଣ୍ୟ


Translation in other languages :

शरण में आए हुए की रक्षा करने वाला।

शरण्य व्यक्ति ने अपनी जान की कीमत पर शरणागत की रक्षा की।
शरण्य