Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ରକ୍ଷକ from ଓଡ଼ିଆ dictionary with examples, synonyms and antonyms.

ରକ୍ଷକ   ବିଶେଷ୍ୟ

Meaning : ସେହି ବ୍ୟକ୍ତି ଯେ ରକ୍ଷା କରେ

Example : ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା

Synonyms : ପ୍ରତିରକ୍ଷକ, ରକ୍ଷାକର୍ତ୍ତା, ରକ୍ଷୀ, ସୁରକ୍ଷା କର୍ମୀ, ୱାଡେନ୍


Translation in other languages :

Someone who keeps safe from harm or danger.

preserver

ରକ୍ଷକ   ବିଶେଷଣ

Meaning : ଭଲ ଭାବରେ ରକ୍ଷା କରୁଥିବା ବ୍ୟକ୍ତି

Example : ତାଙ୍କୁ ସୁରକ୍ଷକଙ୍କର ଆବଶ୍ୟକତା ରହିଛି

Synonyms : ଅନୁପାଳ, ଗାର୍ଡ଼, ସୁରକ୍ଷକ


Translation in other languages :

भली-भाँति रक्षा करने वाला।

उन्हें अभिगोप्ता रक्षकों की आवश्यकता है।
अभिगोप्ता

Meaning : ରକ୍ଷା କରୁଥିବା ବ୍ୟକ୍ତି

Example : ମନ୍ତ୍ରୀର ରକ୍ଷକ ଉଗ୍ରବାଦୀଙ୍କ ଶିକାର ହୋଇଗଲା

Synonyms : ରକ୍ଷାକର୍ତ୍ତା, ରକ୍ଷୀ


Translation in other languages :

रक्षा करने वाला।

मंत्री का रक्षक सिपाही उग्रवादियों का निशाना बन गया।
अभिरक्षक, अवरक्षक, अविष, पपु, परिपालक, परिरक्षक, मुहाफ़िज़, मुहाफिज, रक्षक, रक्षा कर्ता, रक्षी