Meaning : ଯାହା ରକ୍ତ ବର୍ଣ୍ଣର
Example :
ରାମ ହାତରେ ନାଲି ରୁମାଲ ଥିଲା
Synonyms : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ଲାଲ, ଲୋହିତ
Translation in other languages :
Meaning : ଲାଲ କରାଯାଇଥିବା
Example :
ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
Synonyms : ଅରୁଣିତ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ, ଲୋହିତ
Translation in other languages :
Meaning : ଲହୁ ବା ରକ୍ତ ରଙ୍ଗର
Example :
ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
Synonyms : ରକ୍ତବର୍ଣ୍ଣ, ରକ୍ତିମ, ଲୋହିତ
Translation in other languages :