Meaning : ଯେଉଁଥିରେ ହତ୍ୟାକାଣ୍ଡ ହୋଇନଥାଏ
Example :
ସେ ଏକ ରକ୍ତହୀନ କ୍ରାନ୍ତି ଆରମ୍ଭ କରିଛି
Synonyms : ହତ୍ୟାକାଣ୍ଡ ବିହୀନ
Translation in other languages :
Meaning : ଯାହାର ରକ୍ତ ନାହିଁ
Example :
ପ୍ରାଣତ୍ୟାଗ ପରେ ଏହି ଅରକ୍ତ ଶରୀରକୁ ପୋଡି କିମ୍ବା ପୋତି ଦିଆଯାଏ
Synonyms : ଅରକ୍ତ, ରକ୍ତବିହୀନ, ରକ୍ତଶୂନ୍ୟ
Translation in other languages :
Destitute of blood or apparently so.
The bloodless carcass of my Hector sold.Meaning : ଯାହାର ରକ୍ତ ନାହିଁ ବା ରକ୍ତ କମ୍ ଅଛି
Example :
ଡାକ୍ତରଖାନାରେ ଜଣେ ରକ୍ତହୀନ ବ୍ୟକ୍ତିଙ୍କର ରକ୍ତ ଆବଶ୍ୟକ ହେଉଛି
Synonyms : ରୁଧିରହୀନ
Translation in other languages :