Meaning : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
Example :
ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
Synonyms : ରଙ୍ଗ
Translation in other languages :
Any material used for its color.
She used a different color for the trim.Meaning : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
Example :
ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
Translation in other languages :