Meaning : ବସାଇବାର କ୍ରିୟା
Example :
ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
Translation in other languages :
Meaning : ସଂଖ୍ୟାମାନଙ୍କର ଯୋଗଫଳ ନିରୂପଣ କରିବା
Example :
ଛାତ୍ର ଦଶକ ସଂଖ୍ୟାଗୁଡ଼ିକୁ ବହୁତ ସହଜରେ ଯୋଗ କରିଦେଲା
Synonyms : ମିଶାଣ କରିବା, ମିଶେଇଦେବା, ଯୋଗକରିବା
Translation in other languages :
Meaning : କାଠ ଆଦିରେ କଣାକରି ଅନ୍ୟ ଖଣ୍ଡେକାଠକୁ ସେଥିରେ ପୁରାଇବା ବା ପ୍ରବିଷ୍ଟ କରାଇବା
Example :
ବଢ଼େଇ ଖଟ ତିଆରି କରିବାପାଇଁ ଏକ କାଠକୁ ଅନ୍ୟ ଖଣ୍ଡେକାଠରେ ଯୋଡ଼ୁଛି
Synonyms : ସଂଲଗ୍ନ କରିବା
Translation in other languages :
लकड़ी आदि में छेद करके दूसरी लकड़ी का सिरा उसमें घुसाना या प्रविष्ट कराना।
बढ़ई खाट बनाने के लिए एक लकड़ी को दूसरी लकड़ी में सालता है।Meaning : କୌଣସି ପ୍ରକାରର ସମ୍ବନ୍ଧ ସ୍ଥାପନ କରିବା
Example :
ବିବାହ ଦୁଇ ପରିବାରକୁ ଯୋଡ଼େ
Translation in other languages :
Establish a rapport or relationship.
The President of this university really connects with the faculty.Meaning : କୋଣସି ଅନ୍ୟ ଜିନିଷର ଶେଷରେ ଲଗାଇବା ବା ଯୋଗ କରିବା
Example :
ହାର ତିଆରି କରିବାପାଇଁ ସେ ସୁନା ତାରଗୁଡ଼ିକୁ ଯୋଡ଼ିଲା
Synonyms : ସଂଲଗ୍ନକରିବା
Translation in other languages :
किसी दूसरे के साथ अंत में लगाना या सटाना।
हार बनाने के लिए उसने सोने के तारों को संलग्न किया।Cause to be attached.
attach