Subscribe
URL of the page has been copied to clipboard.
Meaning : ମିଳିମିଶି ଖେଳୁଥିବା ଖେଳରେ ନିଜ ସାଙ୍ଗରେ ଖେଳୁଥିବା ଖେଳାଳି
Example : ତାସ ଖେଳିବା ସମୟରେ ମୋ ସ୍ୱାମୀ ମୋର ଗୁଇଁ ହୁଅନ୍ତି
Synonyms : ଅଂଶୀଦାର, ଗୁଇଁ, ଭାଗୀଦାର, ସଙ୍ଗୀ
Translation in other languages :हिन्दी
एक साथ मिलकर खेलनेवाले खेल में अपनी ओर से खेलनेवाला खिलाड़ी।
Meaning : ଯେ ସଦାବେଳେ କାହା ସହିତ ରହନ୍ତି
Example : ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି
Synonyms : ଯୋଡ଼ି, ସଙ୍ଗୀ
वह जो हमेशा किसी के साथ रहता हो।
Install App