Subscribe
URL of the page has been copied to clipboard.
Meaning : ଯେଉଁ ଦୁଇ ଜଣ ସମାନ
Example : ଏହି ପହିଲିମାନଙ୍କର ଯୋଡ଼ି ଖୁବ୍ ଭଲ
Translation in other languages :हिन्दी English
वे दो जो बराबरी के हों।
Two items of the same kind.
Meaning : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ
Example : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି
Synonyms : ଯୁଗଳ, ଯୁଗ୍ମ, ଯୋଡ଼ା
दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।
A pair who associate with one another.
Meaning : ଯେ ସଦାବେଳେ କାହା ସହିତ ରହନ୍ତି
Example : ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି
Synonyms : ଯୋଡ଼ିଦାର, ସଙ୍ଗୀ
Translation in other languages :हिन्दी
वह जो हमेशा किसी के साथ रहता हो।
Meaning : ପୁରୁଷ ଓ ସ୍ତ୍ରୀର ଯୁଗ୍ମ
Example : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
Synonyms : ଯୁଗଳ, ଯୁଗ୍ମ, ଯୋଡ଼ା, ହଳ, ହଳି
नर और मादा का युग्म।
Install App