Meaning : ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
Example :
ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
Translation in other languages :
A man distinguished by exceptional courage and nobility and strength.
RAF pilots were the heroes of the Battle of Britain.Meaning : ଯିଏ ଯୁଦ୍ଧ କରେ
Example :
ସଚ୍ଚୋଟ ଯୋଦ୍ଧା ଯୁଦ୍ଧ ଭୂମିରେ ନିଜର ପ୍ରାଣ ଦେଇଦିଏ କିନ୍ତୁ ପଛକୁ ହଟେ ନାହିଁ
Translation in other languages :
Someone engaged in or experienced in warfare.
warrior