Meaning : ସବୁ କାମ ଉତ୍ତମ ରୂପେ ଅମଳ କରୁଥିବା ବା ନିଜ କର୍ତ୍ତବ୍ୟର ଉଚିତ୍ ପାଳନ କରୁଥିବା ବ୍ୟକ୍ତି
Example :
ରାଜା ଯୋଗ୍ୟ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ଅର୍ପଣ କରି ନିଶ୍ଚିନ୍ତ ହେଲେ
Synonyms : ଅମଳୀ, କର୍ମଠ, କର୍ମନିରତ, କାର୍ଯ୍ୟଦକ୍ଷ୍ୟ
Translation in other languages :
Having authority or ascendancy or influence.
An important official.Meaning : ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
Example :
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
Translation in other languages :
Meaning : ଯେଉଁଭଳି ହେବା ଦରକାର ସେଭଳି
Example :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
Synonyms : ଉଚିତ, ଉପଯୁକ୍ତ, ଠିକ, ସମୁଚିତ
Translation in other languages :
Suitable for a particular person or place or condition etc.
A book not appropriate for children.