Subscribe
URL of the page has been copied to clipboard.
Meaning : ଯୋଗର ଆଠ ଅଙ୍ଗ ମଧ୍ୟରୁ ଗୋଟିଏ, ଯେଉଁଥିରେ ପବିତ୍ରତା ଏବଂ ସନ୍ତୋଷ ପୂର୍ବକ ରହି ତପସ୍ୟା,ସ୍ୱାଧ୍ୟାୟ ଏବଂ ଈଶ୍ୱରଙ୍କ ଚିନ୍ତନ କରାଯାଏ
Example : ସାଧୁ-ସନ୍ୟାସୀମାନେ ଯୋଗନିୟମ ପାଳନ କରନ୍ତି
Translation in other languages :हिन्दी
योग के आठ अंगों में से एक जिसमें पवित्रता और संतोषपूर्वक रहकर तपस्या,स्वाध्याय और ईश्वर का चिंतन किया जाता है।
Install App