Meaning : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
Example :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
Translation in other languages :
Meaning : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
Example :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
Synonyms : ଗଣ, ଗୋଠ, ଦଳ, ପଲ, ବୃନ୍ଦ, ସମୁଦାୟ, ସମୂହ
Translation in other languages :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.