Meaning : ଯେଉଁ ପ୍ରଯତ୍ନ ବା ଉଦ୍ଯୋଗରେ ଏଣେତେଣେ ଦୌଡ଼ିବାକୁ ପଡ଼େ
Example :
ମହେଶ ବହୁତ ଧାଁଦୌଡ଼ କରି ତା ଭାଇର ଚାକିରୀ କରେଇଲା
Translation in other languages :
Meaning : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
Example :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
Synonyms : ଗମନାଗମନ, ପରିବହନ, ଯାତାୟାତ
Translation in other languages :
A facility consisting of the means and equipment necessary for the movement of passengers or goods.
transit, transportation, transportation system