Meaning : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର କ୍ରିୟା
Example :
ରାମଙ୍କ ଅଯୋଦ୍ଧା ପ୍ରସ୍ଥାନ କରିବାର ସମାଚାର ଶୁଣି ସମସ୍ତ ନଗରବାସୀଙ୍କୁ ଗଭୀର ଆଘାତ ଲାଗିଲା
Translation in other languages :
Meaning : କୌଣସି ପ୍ରାଣୀ, ବସ୍ତୁ ଆଦି ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଯାତ୍ରାକରିବା
Example :
ମନ୍ତ୍ରୀ ମହୋଦୟ ଏବେ ଏଠାରୁ ପ୍ରସ୍ଥାନ କରିବେ
Synonyms : ଗମନକରିବା, ପ୍ରସ୍ଥାନ କରିବା
Translation in other languages :
किसी प्राणी का एक स्थान से दूसरे स्थान पर पहुँचने के लिए चलना।
मंत्री महोदय अब यहाँ से जाएँगे।Meaning : ବୁଲିବାପାଇଁ କୌଣସି ସ୍ଥାନକୁ ଯିବା
Example :
ଆପଣ କେବେ ଆମେରିକା ଯାଇଛନ୍ତି?
Synonyms : ବୁଲିଯିବା, ଭ୍ରମଣ କରିବା, ଯାତ୍ରା କରିବା
Translation in other languages :
Meaning : ବ୍ୟାପ୍ତ ହେବା ବା ବ୍ୟବହାରଯୋଗ୍ୟ ହେବା
Example :
ଏହି ରାସ୍ତା କେଉଁ ଆଡକୁ ଯାଇଛି?
Synonyms : ପ୍ରସାରିତ ହେବା, ବ୍ୟାପ୍ତ ହେବା
Translation in other languages :
Meaning : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
Example :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
Synonyms : ଗମନ କରିବା, ଚାଲିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା
Translation in other languages :