Meaning : ଭମ୍ରଣ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଥିବା ଯାତ୍ରୀ
Example :
ତାଜମହଲ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି
Translation in other languages :
Meaning : ଯେଉଁ ବ୍ୟକ୍ତି ଗାଡ଼ିରେ ଚଢ଼ିଥାଏ
Example :
ଯାତ୍ରୀ ନ ଥିବା କାରଣରୁ ଗାଡ଼ି ଖାଲି ଯାଉଥିଲା
Synonyms : ଆରୋହୀ
Translation in other languages :