Meaning : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
Example :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
Synonyms : ଗମନାଗମନ, ପରିବହନ, ଯିବାଆସିବା
Translation in other languages :
A facility consisting of the means and equipment necessary for the movement of passengers or goods.
transit, transportation, transportation systemMeaning : ଗୋଟିଏ ଅବସ୍ଥା ବା ସ୍ଥାନରୁ ଅନ୍ୟ ଅବସ୍ଥା ବା ସ୍ଥାନକୁ ଯିବାର କ୍ରିୟା
Example :
ପାକିସ୍ଥାନ ଓ ଭାରତ ଗମନାଗମନର ସୁବିଧାକୁ ଅଧିକ ସୁଲଭ କରୁଛନ୍ତି
Translation in other languages :