Meaning : ଅନ୍ୟଦ୍ୱାରା ଯାଞ୍ଚ କାମ କରାଇବା
Example :
ଶିକ୍ଷକ ଉତ୍ତର ଖାତାଗୁଡ଼ିକୁ ନିଜ ଝିଅଦ୍ୱାରା ଯାଞ୍ଚ କରାଇଲେ
Translation in other languages :
Meaning : ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା
Example :
ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ
Synonyms : ପରୀକ୍ଷା କରାଇବା
Translation in other languages :
Meaning : କୌଣସି ପରୀକ୍ଷଣଦେଇ ଗତିକରିବା
Example :
ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ
Synonyms : ଟେଷ୍ଟ କରାଇବା, ପରୀକ୍ଷା କରାଇବା
Translation in other languages :
* किसी परीक्षण से गुजरना।
पहले आप किसी अच्छे चिकित्सक से अच्छी तरह से अपना परीक्षण कराइए।