Subscribe
URL of the page has been copied to clipboard.
Meaning : କିଛି ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାର ପ୍ରକ୍ରିୟା ବା ଅବସ୍ଥା
Example : ଟଙ୍କାପାଇଁ ରାମ ତା ମାଲିକକୁ କରିଥିବା ଅନୁରୋଧ ବ୍ୟର୍ଥ ହୋଇଗଲା
Synonyms : ଅନୁରୋଧ, ପ୍ରାର୍ଥନା, ମାଗଣ
Translation in other languages :हिन्दी English
कुछ पाने के लिए प्रार्थना करने की क्रिया या भाव।
Reverent petition to a deity.
Meaning : କାହାଦ୍ୱାରା କିଛି କରାଇବାପାଇଁ ନମ୍ରତା ପୂର୍ବକ ନିବେଦନ
Example : ଚପରାସୀ ଛୁଟିପାଇଁ ଅଫିସରଙ୍କୁ ନିବେଦନ କଲା
Synonyms : ଅନୁନୟ, ଅନୁରୋଧ, ନିବେଦନ, ପ୍ରାର୍ଥନା, ବିନତି, ବିନୟ
किसी से कुछ करने के लिए नम्रतापूर्वक किया जाने वाला निवेदन।
Earnest or urgent request.
Install App