Meaning : ଏକ ବର୍ଣ୍ଣବୃତ୍ତ
Example :
ଯଶୋଦା-ର ପ୍ରତି ଚରଣରେ ଗୋଟିଏ ଜଗଣ ତଥା ଦୁଇଟି ଗୁରୁବର୍ଣ୍ଣ ଥାଏ
Translation in other languages :
Meaning : ନନ୍ଦଙ୍କ ପତ୍ନୀ ଏବଂ କୃଷ୍ଣଙ୍କ ପାଳକ ମାତା
Example :
ଯଶୋଦା କୃଷ୍ଣଙ୍କୁ ବହୁତ ଭଲ ପାଉଥିଲେ
Synonyms : ନଂଦରାଣୀ, ନନ୍ଦରାଣୀ, ଯଶୋମତି
Translation in other languages :
An imaginary being of myth or fable.
mythical beingMeaning : ରାଜା ଦିଲୀପଙ୍କ ମାଆ
Example :
ଯଶୋଦାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
Translation in other languages :
An imaginary being of myth or fable.
mythical being