Meaning : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
Example :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
Synonyms : ଉଚିତ, ଉପଯୁକ୍ତ, ଠିକ୍, ଯଥାର୍ଥ, ସଙ୍ଗତ, ୱାଜିବ
Translation in other languages :
Suitable for a particular person or place or condition etc.
A book not appropriate for children.Meaning : ଯେପରି ବା ଯେତେ ଦରକାର ସେପରି ବା ସେତିକି
Example :
ସେ ସମସ୍ତଙ୍କ ସଙ୍ଗେ ଯଥୋଚିତ ବ୍ୟବହାର କରେ
Translation in other languages :
Marked by suitability or rightness or appropriateness.
Proper medical treatment.