Subscribe
URL of the page has been copied to clipboard.
Meaning : ଉପନୟନ ସଂସ୍କାର ପରେ ବ୍ରାହ୍ମଣ ବା କ୍ଷତ୍ରିୟ ବାଳକ ଯେଉଁ ପବିତ୍ର ସୂତ୍ର ଧାରଣ କରେ
Example : ପଣ୍ଡିତ ମହାଶୟ ମୋଟା ପଇତା ଧାରଣ କରିଥିଲେ
Synonyms : ଉପବୀତ, ପଇତା, ଯଜ୍ଞୋପବୀତ
Translation in other languages :हिन्दी
वह पवित्र सूत्र जो उपनयन संस्कार के बाद ब्राह्मण या क्षत्रिय बालक धारण करते हैं।
Install App