Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଯଜ୍ଞକୁଣ୍ଡ from ଓଡ଼ିଆ dictionary with examples, synonyms and antonyms.

ଯଜ୍ଞକୁଣ୍ଡ   ବିଶେଷ୍ୟ

Meaning : ଖୋଳା ହୋଇଥିବା ଗାତ ବା ମାଟି ଅଥବା ଧାତୁରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଯଜ୍ଞ କରାଯାଏ

Example : ରାଜା ଦ୍ରୁପଦଙ୍କ କନ୍ୟା ଦ୍ରୌପଦୀ ଯଜ୍ଞକୁଣ୍ଡରୁ ଜନ୍ମ ହୋଇଥିଲେ

Synonyms : ଅଗ୍ନି କୁଣ୍ଡ, ହବନକୁଣ୍ଡ


Translation in other languages :

Meaning : ହବନ କରିବା ନିମନ୍ତେ ତିଆରି ହୋଇଥିବା କୁଣ୍ଡ

Example : ହବନ କରିବା ନିମନ୍ତେ ହୋମକୁଣ୍ଡରେ ଅଗ୍ନି ପ୍ରଜ୍ଜ୍ୱଳିତ କରାଯାଉଛି

Synonyms : ହବନକୁଣ୍ଡ, ହୋମକୁଣ୍ଡ


Translation in other languages :