Subscribe
URL of the page has been copied to clipboard.
Meaning : ଯଜ୍ଞ କରୁଥିବା ବ୍ୟକ୍ତି
Example : ଯଜ୍ଞ ପରେ ଯଜମାନ ବ୍ରାହ୍ମଣଙ୍କୁ ଭୋଜନ କରାଇଲେ
Synonyms : ଯାଜ୍ଞିକ
Translation in other languages :हिन्दी
यज्ञ कराने वाला व्यक्ति।
Meaning : ବ୍ରାହ୍ମଣ ଦୃଷ୍ଟିରେ ଯେଉଁ ବ୍ୟକ୍ତି ତାଙ୍କଦ୍ୱାରା ନିଜର ଧାର୍ମିକ କର୍ମ କରାଇଥାନ୍ତି
Example : ଆଜି ଯଜମାନଙ୍କ ତରଫରୁ ନିମନ୍ତ୍ରଣ ମିଳିଛି
ब्राह्मण की दृष्टि से वह व्यक्ति जो उससे अपने धार्मिक कृत्य कराता हो।
Install App