Meaning : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ
Synonyms : ଚକଟାଇବା, ଦଳାଇବା, ମର୍ଦ୍ଦନକରାଇବା
Translation in other languages :
Meaning : ଖେତଆଦିରେ ପାଣି ଢଳାଇବା
Example :
ଖେତରେ କାଲି ନିଶ୍ଚିତ ପାଣି ମଡ଼ାଇବାକୁ ହେବ
Synonyms : ସିଞ୍ଚନକରାଇବା, ସେଚନକରାଇବା
Translation in other languages :