Subscribe
URL of the page has been copied to clipboard.
Meaning : ଯାହା ବାସ୍ତବରେ ନଥିଲେ ବି ମୁହଁରେ କହି ବା ମାନି ତିଆରି କରାଯାଇଛି
Example : ସେ ମୋର ମୁହଁକୁହା ଭାଇ
Synonyms : ମୁହଁକୁହା, ମୁହଁବୋଲା
Translation in other languages :हिन्दी
जो वास्तव में न होने पर भी मुँह से कहकर या मानकर बनाया गया हो।
Meaning : ମୁଖ,ବାଣୀ, ବା ଉଚ୍ଚାରଣ ସହ ସମ୍ବନ୍ଧ ରଖୁଥିବା
Example : କାହାର ଯୋଗ୍ୟତା ଜାଣିବାପାଇଁ ମୌଖିକ ତଥା ଲିଖିତ ପରୀକ୍ଷା କରାଯାଏ
Translation in other languages :हिन्दी English
मुख, वाणी या उच्चारण से संबंध रखने वाला।
Using speech rather than writing.
Install App