Meaning : ବିଶେଷକରି ପ୍ରଦର୍ଶନପାଇଁ କ୍ରମରେ ଆଗକୁ ବଢ଼ୁଥିବା ଲୋକଦଳ ବା ବାହନ ସମୁଦାୟ
Example :
ବିନା କାରଣରେ ପୋଲିସ ଶୋଭାଯାତ୍ରାକାରୀଙ୍କ ଉପରେ ଲାଠି ଚାର୍ଜ୍ କଲା
Synonyms : ଶୋଭାଯାତ୍ରା
Translation in other languages :
Meaning : କିଛି (ସାହାସିକ)କାର୍ୟ୍ୟ ଆଦିରେ ସବୁଠାରୁ ପ୍ରଥମତଃ ଅମୂର୍ତ୍ତସ୍ଥାନ
Example :
ଘଣ୍ଟାଏ ଧରି ସଚିନ୍ ମୋର୍ଚ୍ଚା ସମ୍ଭାଳିକରି ପାକିସ୍ଥାନୀ ଟିମ୍କୁ ବିବ୍ରତ କରିଦେଲେ
Synonyms : ମୋରଚା
Translation in other languages :
An abstract mental location.
He has a special place in my thoughts.