Meaning : ପ୍ରସୂତୀଙ୍କୁ ଦିଆଯାଉଥିବା ରସ ମିଶା ମୋଦକ
Example :
ମୋଦକ ଖାଇଲେ ଶରୀରରେ ଶକ୍ତି ଆସେ
Translation in other languages :
Meaning : ଅଫିମ ରସରୁ ତିଆରି ହେଉଥିବା ଏକ ମାଦକ ପଦାର୍ଥ, ଯାହାକୁ ତମାଖୁ ଭଳି ଖିଆଯାଏ
Example :
ମୋଦକ ଭଳି ନିଶା ପଦାର୍ଥ ସେବନ କରିବା ଉଚିତ ନୁହେଁ
Translation in other languages :
अफीम की सत से बननेवाला एक मादक पदार्थ, जिसे तम्बाकू की तरह पीते हैं।
मदक जैसी नशीली चीज़ों का सेवन नहीं करना चाहिए।Meaning : ଗୋଟିଏ ବର୍ଣ୍ଣବୃତ୍ତ
Example :
ମୋଦକର ପ୍ରତ୍ୟେକ ପାଦରେ ଚାରଟି କରି ଭଗଣ ଥାଏ
Translation in other languages :