Meaning : ତଳରୁ ଉପର ପର୍ଯ୍ୟନ୍ତ ସମାନ ରୂପରେ ମୋଟା
Example :
ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଗୋଟିଏ ମୋଟା କମ୍ବଳ ଘୋଡ଼େଇ ହେଲା
Translation in other languages :
नीचे से लेकर ऊपर तक समान रूप से मोटा।
चोटियों पर मोटी बर्फ जमी हुई है।Meaning : ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
Example :
ସୂମୋ ପହିଲିମାନ ବହୁତ ମୋଟା ହୋଇଛିମୋଟା ଲୋକମାନଙ୍କୁ ହୃଦ ରୋଗର ବିପଦ ଅଧିକ ଥାଏ
Translation in other languages :
Meaning : ମଜବୁତ ଶରୀରର
Example :
ଏକ ପତଳା ପହିଲିବାନ ଏକ ତାଗଡ଼ା ପହିଲିବାନକୁ ଧୂଳି ଚଟେଇ ଦେଲା
Synonyms : ତାଗଡ଼ା, ପୃଥୁଳ, ହୃଷ୍ଟ ପୁଷ୍ଟ
Translation in other languages :
मजबूत शरीर वाला।
एक दुबले-पतले पहलवान ने एक तगड़े पहलवान को धूल चटा दी।Meaning : ଯାହାର ଚୁନା ବା ଗୁଣ୍ଡ ଚିକ୍କଣ ନୁହେଁ
Example :
ଖଦଡ଼ା ଅଟାରେ ରୋଟି ଭଲ ଫୁଲେ ନାହିଁ
Synonyms : ଖଣ୍ଡଖଣ୍ଡିଆ, ଖଦଡ଼ା
Translation in other languages :
Meaning : ସାଧାରଣ ବା ଯାହା ଭଲ ନୁହେଁ
Example :
ଦରିଦ୍ରମାନେ ମୋଟା ଶସ୍ୟରେ ହିଁ କାମ ଚଳାଇ ନିଅନ୍ତି
Synonyms : ବଗଡ଼ା
Translation in other languages :
Moderate to inferior in quality.
They improved the quality from mediocre to above average.