Meaning : କାହାରିକୁ କୌଣସି ବିଶେଷ ଭଲ କାମ କରିଥିବାରୁ ପ୍ରମାଣ ଏବଂ ପୁରସ୍କାର ରୂପରେ ଅଥବା ସମ୍ମାନିତ କରିବା ନିମନ୍ତେ ଦିଆଯାଉଥିବା ଏକ ଛୋଟ ବସ୍ତୁ
Example :
ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ତାକୁ ସୁନାର ପଦକ ମିଳିଲା
Synonyms : ପଦକ
Translation in other languages :
An award for winning a championship or commemorating some other event.
decoration, laurel wreath, medal, medallion, palm, ribbon