Meaning : କୌଣସି ବିଶେଷ କାମ କରିବା ବା କୌଣସି ବସ୍ତୁ ତିଆରି କରିବାପାଇଁ ବ୍ୟବହୃତ ଉପକରଣ
Example :
ଆଧୁନିକ ଯୁଗରେ ନୂଆ ନୂଆ ଯନ୍ତ୍ରଗୁଡ଼ିକର ନିର୍ମାଣ ହେଉଛି
Translation in other languages :
Any mechanical or electrical device that transmits or modifies energy to perform or assist in the performance of human tasks.
machine