Meaning : ଯେଉଁଥିରେ ସାମଞ୍ଜସ୍ୟ ରହିଛି
Example :
ବୋହୂର ମିଶାଣିଆ ବ୍ୟବହାରରେ ଘରର ସମସ୍ତ ଲୋକ ଖୁସି ଅଛନ୍ତି
Synonyms : ମିଶାଣିଆ, ମିଶୁକ, ସାମଞ୍ଜସ୍ୟପୂର୍ଣ
Translation in other languages :
Meaning : ମିଳାମିଶା କରୁଥିବା ବ୍ୟକ୍ତି
Example :
ସେ ବହୁତ ମେଳାପୀ ବ୍ୟକ୍ତି
Meaning : ଯିଏ ସବୁଠାରୁ ଭଲଭାବରେ ମିଳାମିଶା କରେ
Example :
ସେ ଜଣେ ମେଳାପି ବ୍ୟକ୍ତି
Synonyms : ମିଶୁକ
Translation in other languages :