Meaning : ଏକ ଛୋଟଗଛ ଯାହାର ପତ୍ରରୁ ଶାଗ ହୁଏ
Example :
ସେ ଘର ପଛପଟ ଏକ ଛୋଟ କିଆରୀରେ ମେଥି ବୁଣିଛନ୍ତି
Translation in other languages :
Annual herb or southern Europe and eastern Asia having off-white flowers and aromatic seeds used medicinally and in curry.
fenugreek, greek clover, trigonella foenumgraecumMeaning : ମେଥିଗଛରୁ ପ୍ରାପ୍ତ ଛୋଟ ଆକାରର ମଞ୍ଜି
Example :
ମସଲା ଭାବରେ ମେଥିର ଉପଯୋଗ ହୋଇଥାଏ
Translation in other languages :