Meaning : ଯାହାର ଅଙ୍ଗ କୋମଳ
Example :
ସୁକୁମାର ରାମ ଶିବଙ୍କ ଧନୁକୁ ଭାଙ୍ଗିଦେଲେ
Translation in other languages :
Meaning : ଯାହା ଦୃଢ଼ ବା ଟାଣୁଆ ନୁହେଁ
Example :
ତାର ହାତ ବହୁତ ନରମ
Translation in other languages :