Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ମୃଣାଳ from ଓଡ଼ିଆ dictionary with examples, synonyms and antonyms.

ମୃଣାଳ   ବିଶେଷ୍ୟ

Meaning : ପଦ୍ମର ନାଡ଼ ଯାହା ଉପରେ ଫୁଲ ରହିଥାଏ

Example : ମୃଣାଳ ପୋଲା ଏବଂ ନରମ

Synonyms : ପଦ୍ମନାଳ, ପଦ୍ମନାଡ଼, ମୃଣାଳିକା, ମୃଣାଳୀ


Translation in other languages :

Meaning : ପଦ୍ମର ମୂଳ ଯାହା ଲମ୍ବା ପତଳା ଡେମ୍ଫ ଭଳି ହୋଇଥାଏ

Example : ଶୀଲା ପଦ୍ମମୂଳର ତରକାରି ତିଆରି କରୁଛି

Synonyms : କମଳ କନ୍ଦ, କମଳ ମୂଳ, ନଳିନୀରୁହ, ପଦ୍ମକନ୍ଦ, ପଦ୍ମନାଡ, ପଦ୍ମମୂଳ


Translation in other languages :