Meaning : ଯେଉଁ ସମୟରେ ଚନ୍ଦ୍ରମା ମୃଗଶିରା ନକ୍ଷତ୍ରରେ ଥାଆନ୍ତି
Example :
ସେ ମୃଗଶିରା ନକ୍ଷତ୍ରରେ ଗୃହ ପ୍ରବେଶର ଆୟୋଜନ କରିଛନ୍ତି
Synonyms : ମୃଗଶିରା ନକ୍ଷତ୍ର
Translation in other languages :
Meaning : ସତେଇଶ ନକ୍ଷତ୍ର ମଧ୍ୟରୁ ପଞ୍ଚମ ନକ୍ଷତ୍ର
Example :
ମୃଗଶିରା ରୋହିଣୀ ପରବର୍ତ୍ତୀ ନକ୍ଷତ୍ର
Synonyms : ମୃଗଶିରାନକ୍ଷତ୍ର
Translation in other languages :