Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ମୃଗପତି from ଓଡ଼ିଆ dictionary with examples, synonyms and antonyms.

ମୃଗପତି   ବିଶେଷ୍ୟ

Meaning : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ

Example : ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି

Synonyms : କଣ୍ଠିରବ, କେଶରୀ, ନଖୀ, ବିକ୍ରନ୍ତ, ଭୀମବିକ୍ରମ, ମୃଗରାଟ, ମୃଗେନ୍ଦ୍ର, ସିଂହ, ସିଙ୍ଘୀ, ସୁର, ହେମାଙ୍ଗ


Translation in other languages :

Large gregarious predatory feline of Africa and India having a tawny coat with a shaggy mane in the male.

king of beasts, lion, panthera leo