Subscribe
URL of the page has been copied to clipboard.
Meaning : ଗୋଟିଏ ଶାକାହାରୀ ଚତୁସ୍ପଦ ଯେ ପଡ଼ିଆ ଓ ଜଙ୍ଗଲଗୁଡ଼ିକରେ ରହେ
Example : ହରିଣ ଛାଲ ଉପରେ ବସି ମୁନି ଋଷିମାନେ ତପସ୍ୟା କରୁଥିଲେ
Synonyms : କୁରଙ୍ଗ, ମିରିଗ, ଶାଳାବୃକ, ହରିଣ
Translation in other languages :हिन्दी English
एक शाकाहारी चौपाया जो मैदानों और जंगलों में रहता है।
Distinguished from Bovidae by the male's having solid deciduous antlers.
Meaning : ଅଣ୍ଡିରା ହରିଣ
Example : ହଳେ ହରିଣ ଓ ହରିଣୀ ବଗିଚାରେ ଡିଆଁଡ଼େଇଁ କରୁଛନ୍ତି
Synonyms : କୁରଙ୍ଗ, ମିରିଗ, ହରିଣ
नर हिरण।
Adult male deer.
Meaning : ବଙ୍କା ଶିଙ୍ଗ ଥିବା ମୃଗ
Example : ମଣିପୁରରେ ବଣ ଜଙ୍ଗଲରେ ମୃଗ ମିଳନ୍ତି
Synonyms : ଶିଙ୍ଗ ହରିଣ
भौंह जैसे सींग वाले हिरण।
Install App