Meaning : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
Example :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
Synonyms : ଆଧାର, ଆଲମ୍ବନ, ନିଅଁ, ମୂଳ
Translation in other languages :
Lowest support of a structure.
It was built on a base of solid rock.