Meaning : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
Example :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
Synonyms : ଆଧାରଭୂତ, ମୂଳ, ମୌଳିକ
Translation in other languages :
Being or involving basic facts or principles.
The fundamental laws of the universe.