Meaning : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
Example :
ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
Translation in other languages :
Meaning : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
Example :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
Synonyms : ଆଧାର, ଆଲମ୍ବନ, ନିଅଁ, ମୂଳଦୁଆ
Translation in other languages :
Lowest support of a structure.
It was built on a base of solid rock.Meaning : ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ
Example :
ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
Translation in other languages :
Meaning : କୌଣସି କାର୍ଯ୍ୟର ପ୍ରାରମ୍ଭିକ ଭାଗ
Example :
ଆମକୁ ଏହି ଘଟଣାର ମୂଳକୁ ଖୋଜି ବାହାର କରିବାକୁ ପଡ଼ିବ
Translation in other languages :
The fundamental assumptions from which something is begun or developed or calculated or explained.
The whole argument rested on a basis of conjecture.Meaning : ଯାହା ଆବଶ୍ୟକ ହୁଏ
Example :
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
Synonyms : ପ୍ରଧାନ, ପ୍ରମୁଖ, ମୁଖ୍ୟ
Translation in other languages :
Serving as an essential component.
A cardinal rule.Meaning : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
Example :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
Synonyms : ଆଧାରଭୂତ, ମୂଳ ଆଧାର, ମୌଳିକ
Translation in other languages :
Being or involving basic facts or principles.
The fundamental laws of the universe.Meaning : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
Example :
ଏହା ମୋର ମୌଳିକ ରଚନା
Synonyms : ନିଜସ୍ୱ, ମୌଳିକ, ସ୍ୱକୃତ, ସ୍ୱରଚିତ
Translation in other languages :
Not derived or copied or translated from something else.
The play is original; not an adaptation.