Meaning : କୌଣସି କଥା ବା ସିଦ୍ଧାନ୍ତକୁ ଗ୍ରହଣ କରିବା ଅବସ୍ଥା
Example :
ପୂରାତନ ମୂଲ୍ୟବୋଧକୁ ଆଜିର ସମାଜ ବିଶ୍ୱାସ କରେ ନାହିଁ
Synonyms : ଚିନ୍ତାଧାରା, ବିଚାରଧାରା
Translation in other languages :
Beliefs of a person or social group in which they have an emotional investment (either for or against something).
He has very conservatives values.