Meaning : କୌଣସି ବସ୍ତୁକୁ ଦେଖିକରି ଅନୁମାନରେ ତାର ମୂଲ୍ୟ ସ୍ଥିର କରିବା
Example :
ସେ ବହିର ଠିକ ମୂଲ୍ୟାଙ୍କନ କଲା
Synonyms : ମୂଲ୍ୟଧାରଣ କରିବା, ମୂଲ୍ୟାଙ୍କନ କରିବା
Translation in other languages :
कोई वस्तु देखकर अनुमान से उसका मूल्य स्थिर करना।
उसने किताब का सही मूल्यांकन किया।