Meaning : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
Example :
ଏହି କାର୍ର ଦାମ୍ କେତେ ?
Synonyms : ଦର, ଦାମ୍, ବାଣ, ଭାଉ, ମୂଲ୍ୟ
Translation in other languages :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.