Meaning : ମଜୁରିଆକୁ ମିଳୁଥିବା ମଜୁରି
Example :
ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି
Synonyms : ପାରିଶ୍ରମିକ, ମଜୁରି
Translation in other languages :
Something that remunerates.
Wages were paid by check.Meaning : ମୂଲିଆ କାମ
Example :
ଚିଖୁରୀ ମଜୁରି ଲାଗି ତା ପରିବାର ଭରଣ ପୋଷଣ କରୁଛି
Synonyms : ମଜୁରି
Translation in other languages :
Meaning : ମଜୁରିଆକୁ ମିଳୁଥିବା ପାରିଶ୍ରମିକ
Example :
ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ
Synonyms : ପାରିଶ୍ରମିକ, ମଜୁରି
Translation in other languages :
Something that remunerates.
Wages were paid by check.