Meaning : ବିଶେଷକରି ଯୁବା ଅବସ୍ଥାରେ ମୁହଁରେ ବାହାରୁଥିବା ଦାନା
Example :
ସେ ମୁହଁବ୍ରଣ ଦୂର କରିବାପାଇଁ ପ୍ରତିଦିନ ହଳଦୀ ଓ ଚନ୍ଦନ ଲେପ ଦିଅନ୍ତି
Synonyms : ମୁଖ ବ୍ରଣ
Translation in other languages :
An inflammatory disease involving the sebaceous glands of the skin. Characterized by papules or pustules or comedones.
acne