Meaning : ବେଦ ମନ୍ତ୍ରର ପ୍ରକାଶକ
Example :
ବେଦାନ୍ତ କୌଣସି ଋଷିଙ୍କର ଅବଦାନ ନୁହେଁ
Synonyms : ଋଷି
Translation in other languages :
Meaning : ଦକ୍ଷ ପ୍ରଜାପତିଙ୍କ ଜଣେ କନ୍ୟା
Example :
ମୁନି ବି କଶ୍ୟପ ଋଷିଙ୍କ ପତ୍ନୀ ଥିଲେ
Translation in other languages :
An imaginary being of myth or fable.
mythical beingMeaning : ଆଧ୍ୟାତ୍ମିକ ଓ ଭୌତିକ ତତ୍ତ୍ୱର ଜ୍ଞାତା, ପରମ ବୁଦ୍ଧିମାନ, ଦୂରଦର୍ଶୀ, ସଚ୍ଚରିତ୍ର ଏବଂ ତ୍ୟାଗୀବ୍ୟକ୍ତି
Example :
ଭାରତରେ ବହୁତ ବଡ଼ ବଡ଼ ଋଷି ଲୀଳାଭୂମି
Translation in other languages :
A mentor in spiritual and philosophical topics who is renowned for profound wisdom.
sage