Meaning : କିଛି ଖାଦ୍ୟ ପଦାର୍ଥର ପ୍ରତ୍ୟେକ ଛୋଟ ଖଣ୍ଡ
Example :
ସେ ମିଶ୍ରି ଖଣ୍ଡେ ପାଟିରେ ପକେଇ ପାଣି ପିଇଲା
Translation in other languages :
Meaning : ଜମା ହୋଇଥିବା ଗାଢ଼ା ଜିନିଷର ମୋଟା ସ୍ତର ବା ସମୂହ
Example :
ଦୁର୍ଘଟନା ସ୍ଥଳରେ ସ୍ଥାନେସ୍ଥାନେ ରକ୍ତମୁଣ୍ଡା ଜମି ଯାଇଥିଲା
Translation in other languages :
जमी हुई गाढ़ी चीज़ की मोटी तह या दल।
अधिक हिलाने पर दही का थक्का टूट जाएगा।