Meaning : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
Example :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
Translation in other languages :
Meaning : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
Example :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
Synonyms : ମୁଠି
Translation in other languages :
Meaning : ଚାପିବା, କଷିବା ଆଦିର ଉପକରଣ
Example :
ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
Synonyms : ଚାପୁଆଣି
Translation in other languages :
Meaning : ଧରିବାର କାର୍ଯ୍ୟ
Example :
ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
Translation in other languages :