Meaning : ଛପରଆଦି ଛାଉଣି କରିବା ସହିତ ଧାର୍ମିକ କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ କାମରେ ଆସୁଥିବା ଏକ ପ୍ରକାର ତୃଣ
Example :
ଏହି ସଡ଼କ ଧାରରେ ସ୍ଥାନେସ୍ଥାନେ ମୁଞ୍ଜଉଠିଅଛି
Synonyms : ଶର
Translation in other languages :
एक प्रकार का तृण जो छप्पर आदि छाने के साथ-साथ धार्मिक अनुष्ठानों में भी काम आता है।
इस सड़क के किनारे जगह-जगह मूँज उगी हुई है।