Meaning : କୌଣସି ଘର ବା ପରିସରର ସବୁଠୁ ପ୍ରମୁଖ ବା ବାହାର ଦ୍ୱାର
Example :
ଏହା ଏହି କିଲାର ମୁଖ୍ୟଦ୍ୱାର
Synonyms : ମୁଖ୍ୟ ଫାଟକ, ମୁଖ୍ୟକବାଟ, ମୁଖ୍ୟଦ୍ୱାର
Translation in other languages :
किसी भवन, घेरे आदि का सबसे प्रमुख या बाहरी द्वार।
यह इस किले का मुख्य द्वार है।Something that provides access (to get in or get out).
They waited at the entrance to the garden.